Uncategorized

ଏକକାଳୀନ ୬ ଶିଶୁ ପ୍ରସବ

ଭୋପାଲ:  ଶନିବାର ଦିନ ଜଣେ ମହିଳା ଏକକାଳୀନ ୬ଟି ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏକ ବିରଳରୁ ବିରଳତମ ଘଟଣା । ଆଜି ସକାଳେ ମଧ୍ୟପ୍ରଦେଶର ସୈପୁର ଜିଲ୍ଲାର ଜିଲ୍ଲା ହସ୍ପିଟାଲରେ ଏହି ବିରଳ ଘଟଣା ଘଟିଛି । ତେବେ ୬ ଜଣ ନବଜାତକଙ୍କ ମଧ୍ୟରୁ ୨ ନବଜାତକ ମୃତ ଜନ୍ମ ହୋଇଛନ୍ତି । ଅନ୍ୟ ୪ ଜଣଙ୍କୁ ନବଜ।।ତକ ଯତ୍ନ କେନ୍ଦ୍ରରେ ରଖାଯାଇ ନିରୀକ୍ଷଣ କରାଯାଉଛି ଓ ମା’ଙ୍କ ସ୍ଥିତି ସ୍ଥିର ରହିଛି ।

Related posts

ଅଯୋଧ୍ୟା ମାଟିତଳୁ ମିଳିଲା ବହୁ ପୁରାତନ ମନ୍ଦିର ଭଗ୍ନାଂବଶେଷ

mahabharatanews

ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ: ୧୭ ଗାଁରେ ଲାଗୁ ହେବ ଧାରା ୧୪୪

mahabharatanews

ଓଜନ ହ୍ରାସ କରେ କେଶର

mahabharatanews