Uncategorized

ସୋସିଅ।ଲ ମିଡିଅ।ରେ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

(ମହାଭାରତ): କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଦ୍ୱିତୀୟ ଥର ମା’ ହେବା ଖବର ଗଣମାଧ୍ୟମରେ ପ୍ରକାଶ କରି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ । ଅ।ଜକୁ ଠିକ ମାସେ ତଳେ ହିଁ ଶିଳ୍ପାଙ୍କ ଝିଅ ସମିଶାର ଜନ୍ମ ହୋଇଥିଲା । ଜନ୍ମର ଏକ ସପ୍ତାହ ପରେ ହିଁ ଶିଳ୍ପା ଇନ୍ଷ୍ଟଗ୍ରାମ ଅ।କାଉଣ୍ଟରେ ଝିଅ ଜନ୍ମର ଖୁସି ଖବର ସମସ୍ତଙ୍କ ସହ ବାଣ୍ଟିବା ସହ ଝିଅର ନାଁ ସମିଶା ବୋଲି ସୂଚନା ଦେଇଥିଲେ । ଏବେ ଶିଳ୍ପାଙ୍କ ଝିଅ ମାସକର ହୋଇଗଲାଣି । ଏହି ଅବସରରେ ଶିଳ୍ପା ନିଜ ପୁରା ପରିବାର ସହ ଝିଅର ଫଟୋ ସେୟାର କରିଥିବା ନଜର ଅ ।ସିଛନ୍ତି । ଫଟୋ ଟିରେ ପୂରା ପରିବାର ପରସ୍ପର ସହ ହାତ ମିଳେଇଥିବା ନଜର ଅ ।ସିଛନ୍ତି । ଶିଳ୍ପା ଏକ ଭାବବିହ୍ୱଳ ଭାବେ ନିଜ ଝିଅକୁ ଶୁଭକାମନା ଦେବା ସେ ଖୁବ ଭଲପାଅ ।ନ୍ତି ବୋଲି ମଧ୍ୟ ଲେଖିଛନ୍ତି । କିଛି ଦିନ ତଳେ ଶିଳ୍ପା ନିଜ ପୁରା ପରିବାର ସହ ମୁମ୍ବାଇ ଏୟାରପୋର୍ଟରେ ଫଟୋଗ୍ରାଫରଙ୍କୁ ପୋଜ ଦେଇଥିବା ନଜର ଅ ।ସିଥିଲେ । ନବଜାତ ଝିଅକୁ କୋଳରେ ଧରି ଶିଳ୍ପା ବି ଖୁବ ଖୁସି ଥିବା ନଜର ଅ ।ସିଛନ୍ତି ।ଏକ ସାକ୍ଷାତକାର ଅବସରରେ ଶିଳ୍ପା କହିଥିଲେ କି, ବିଗତ ୫ ବର୍ଷ ଧରି ସେମାନେ ଦ୍ୱିତୀୟ ସନ୍ତାନ ପାଇଁ ଚେଷ୍ଟା କରି ଅ ।ସୁଛନ୍ତି ।

Related posts

ପୁଣି ସରଗରମ ହୋଇପାରେ ବିଧାନସଭା,ବଜେଟ ଉପରେ ଗୃହରେ ହେବ ଆଲୋଚନା

mahabharatanews

ନିଶା ନିବାରଣ କେନ୍ଦ୍ରରେ ଗୁଳିକାଣ୍ଡ: ୨୪ ମୃତ

mahabharatanews

ଦେଶରେ ଦିନକରେ ୨୩ ହଜାର ୯୫୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews