ଓଡିଶା

ଜନତା କର୍ଫ୍ୟୁକୁ ରାଜ୍ୟ ବାସୀଙ୍କ ସ୍ୱାଗତ

ପାଟଣାବ୍ଲକ: ଦେଶ ବ୍ୟାପୀ ମହାମାରୀ ପରି ଆତଙ୍କିତ ରୂପ ନେଇଛି କରୋନା ଭାଇରସ । ଏହାକୁ ରୋକାଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦେଶବାସୀ ସ୍ୱାଗତ କରିବା ସହ ଆଜି ସହଯୋଗର ହାତ ବଢ଼ାଇଛନ୍ତ । ସକାଳୁ ୭ ଘଟକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଘରୁ ନ ବାହାକୁ ଉର୍ଭ ନେତା ଦେଇଥିôବା ଆହ୍ୱାନକୁ ଦେଶ ବ୍ୟାପୀ ଗ୍ରହଣ ପୂର୍ବକ ଅନୁପାଳନ କରୁଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଘରୁ ଲୋକ ମାନେ ବାହାରକୁ ନ ବାହାରିବା ତଥା ଜନଗହଳି ଦେଖିବାକୁ ମିଳି ନ ଥିଲା । ଏହି ଜନତା କର୍ଫ୍ୟୁ ସଚେତନତା ପରିପେକ୍ଷିରେ ଲୋକକୁ ଭେଟି ତାଙ୍କ ପ୍ରତିକ୍ରିୟା ନେଇ ଥିଲୁ । ସେମାନେ ମଧ୍ୟ ଏହି ଭାଇରସକୁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ସଚେତନତାର ଆହ୍ୱାନକୁ ଅଙ୍ଗେ ଅଙ୍ଗେ ପାଳନ କରିବା ସହ ସଚେତନ ରହିଥିବା ପ୍ରକାଶ କରିଛନ୍ତି ।

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews

ଲାଲ୍ ବାହିନୀ କ୍ୟାମ୍ପ ଠାବ ,ବିପୁଳ ମାଓ ସାମଗ୍ରୀ ଜବତ 

mahabharatanews