ଓଡିଶା

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

ଉଦଳା: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ ରହିଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳାରେ ଦେଖାଦେଇଛି ପୋଲିସର ତତ୍ପରତା । କିଭଳି ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ବାହାରିବେନାହିଁ. ଗୋଟିଏ ସ୍ଥାନରେ ଏକାଧିକ ଲୋକଙ୍କର ଭିଡ ଯେମିତି ନହୁଏ ତା ଉପରେ ଗୁରୁତ୍ୱ ଦେଇଛି । ତା ଛଡା ପରିବା ମାର୍କେଟ, ମାଛ ହାଟ, ଗ୍ରାମାଁଚଳରେ ଥିବା ସାପ୍ତାହିକ ହାଟଗୁଡିକ କିଭଳି ଭାବେ ଲୋକେ ଭିଡ ନହେବେ ତା ଉପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ନଜର ରଖିଛି । ସ୍ଥାନୀୟ ଉପଜିଲ୍ଲାପାଳ ଭଗବାନ ବେହେରା ଏହି ସୂଚନା ଦେଇଛନ୍ତି ।

Related posts

୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍

mahabharatanews

ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ପ୍ରସ୍ତୁତ

mahabharatanews

ମହିଳାଙ୍କୁ ଧକ୍କା ଦେଇ ଓଲଟିଲା କାର, ମହିଳା ମୃତ

mahabharatanews