ଓଡିଶା

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

(ଦୀପକ ମିଶ୍ର/ ଉଦଳା): ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କରୋନା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ରାଶିକୁ ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ଜରିଆରେ ଦିଆଯାଇଥିଲା କ୍ଷ ବରିଷ୍ଠ ନାଗରିକ ସଂଘର ଉପସଭାପତି ସଚିଦାନନ୍ଦ ପରିଡା, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, କିଶୋର ଚନ୍ଦ୍ର ଦାସବାବୁ, ଅବସର ପ୍ରାପ୍ତ କର୍ମଚାରୀ ମୁରଲୀ ପ୍ରଧାନ ପ୍ରମୁଖ ଉଦଳା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିବାର ସଂଘ ପକ୍ଷରୁ କୁହାଯାଇଛି ।

Related posts

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ଟ୍ରେନ ଲାଇନରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

mahabharatanews

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

mahabharatanews