ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆଜି ସକାଳେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ୨୪୫୦୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୭୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ୫୦୬୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
ସ୍ୱାସ୍ଥ୍ୟାମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ୩୦୧ ଜଣ, ଗୁଜରାଟର ୧୨୭ ଜଣ, ମଧ୍ୟପ୍ରଦେଶର ୯୨ ଜଣ, ଦିଲ୍ଲୀର ୫୩ ଜଣ, ଆନ୍ଧ୍ରପ୍ରଦେଶର ୨୯ ଜଣ, ରାଜସ୍ଥାନର ୨୭ଜଣ, ତେଲେଙ୍ଗାନାର ୨୬ ଜଣ, ଉତ୍ତରପ୍ରଦେଶର ୨୫ ଜଣ, ତାମିଲନାଡୁରେ ୨୨ ଜଣ, ଏବଂ ପଶ୍ଚମବଙ୍ଗ, କର୍ଣ୍ଣାଟକରେ ୧୮ ଜଣ, ପଞ୍ଜାବର ୧୭ ଜଣ, ଜମ୍ମୁ ଓ କଶ୍ମୀରର ୫ ଜଣ, ଆସାମରେ ୧ଜଣ, ହରିୟାଣା, କେରଳ, ଝାଡ଼ଖଣ୍ଡର ୩ ଜଣ, ବିହାରର ୨ ଜଣ, ହିମାଚଳ ପ୍ରଦେ. ମେଘାଳୟ,ଓଡ଼ିଶାର ୧ ଜଣ ରହିଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ୬୮୧୭, ଗୁଜରାଟ ୨୮୧୫, ଦିଲ୍ଲୀ ୨୫୧୪, ରାଜସ୍ଥାନ ୨୦୩୪, ମଧ୍ୟପ୍ରଦେଶ ୧୮୫୨, ତାମିଲନାଡୁ ୧୭୫୫, ଉତ୍ତରପ୍ରଦେଶ ୧୬୨୧ ତେଲେଙ୍ଗାନା୯୯୮, ଆନ୍ଧ୍ରପ୍ରଦେଶ୯୫୫, ପଶ୍ଚିମବଙ୍ଗ ୫୭୧, ଜମ୍ମୁ ଓ କଶ୍ମୀର ୪୫୪,କେରଳ ୪୫୦, ପଞ୍ଜାବ ୨୯୮, ହରିୟାଣା୨୭୨,ବିହାର ୨୨୩, ଝାଡ଼ଖଣ୍ଡ ୫୩ କର୍ଣ୍ଣାଟକ ୪୭୪, ଓଡ଼ିଶା୯୪, ଉତ୍ତରାଖଣ୍ଡ ୪୮, ହିମାଚଳ ପ୍ରଦେଶ୪୦, ଆସାମ ୩୬, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୨୭, ଚଣ୍ଡିଗଡ଼୨୭, ଛତିଶଗଡ଼ ୩୬, ଲଦାଖ ୨୦, ମେଘାଳୟ ୧୨, ପୁଦ୍ଦୁଚେର. ଗୋଆ ୭, ତ୍ରିପୁର. ମଣିପୁର ୨, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖା ଅଛନ୍ତି।
