ଓଡିଶା

ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ

(ଭୁବନେଶ୍ୱର ): ଟଏଉର ନୂତନ ଗାଇଡଲାଇନ ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା। ‘ଏହାକୁ ନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯିବ। ତାପରେ କଣ କରାଯିବ ତାହାକୁ ନେଇ ନିଷ୍ପତି ନିଆଯିବ।’ ସେହିପରି ଓଡିଶାପରିପ୍ରେକ୍ଷୀରେ ଯାହା ଭଲ ହେବ ତାହା ଲାଗୁ କରାଯିବ । ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ । ସଙ୍କଟକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ ବୋଲି ଅରୁଣ କହିଛନ୍ତି।

Related posts

ପୁଣି ୬୪୭ କରୋନା ପଜିଟିଭ ବାହାରିଲେ

mahabharatanews

ଘୋଡାହାଡ ଡ୍ୟାମର ମୁଖ୍ୟ ଦ୍ୱାର ପୂଜା

mahabharatanews

ଜୁନ ୧୭ ବଦଳରେ ୩୦ ପରେ କଲେଜ ଖୋଲିବାକୁ ଦାବି

mahabharatanews