ଓଡିଶା

ପୋଖରୀକୁ ଯାଇ ପାଣିରେ ବୁଡିଗଲେ

ପୋଖରୀରେ ବୁଡି ବୃଦ୍ଧ ମୃତ । ମୃତକ ହେଲେ ହିନ୍ଦୋଳ ବାଲିମୀ ଥାନା ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣି। ବୟସ-୬୫ବର୍ଷ। ସକାଳୁ ପୋଖରୀ କୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ଖବର ପାଇ ଖଜୁରିଆକଟା ଦମକଳ ବାହିନୀ ଖଜୁରିଆକଟା ମେଡିକାଲ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

ସମ୍ବଲପୁରରୁ ୧୦ ଡକାୟତ ଗିରଫ : ୫ ଲକ୍ଷ ଟଙ୍କା, ଅଧ କେଜି ସୁନା ଜବତ

mahabharatanews

ବିଜେପି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ନିଷ୍ପତ୍ତି ବାତିଲ ଦାବି

mahabharatanews