ଓଡିଶା

ଫୋନିକୁ ପୁରିଲା ବର୍ଷେ

(ମମତା ସାମଲ,): ବାତ୍ୟା ଫୋନି କୁ ପୁରିଲା ବର୍ଷେ। ବର୍ଷେ ପୁରୁଥିଲେ ମଧ୍ୟ ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ । ୨୦୧୯ ମେ ୩ ତାରିଖରେ କରାଳ ରୂପ ଧାରଣ କରିଥିଲା ବାତ୍ୟା ଫୋନି ।ଆଜିର ଦିନରେ ତାଣ୍ଡବ ରଚିଥିଲା ଫୋନି । ବାତ୍ୟା ଫୋନିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା । ବାତ୍ୟା ଫୋନିରେ ଅନେକ ଲୋକ ପ୍ରାଣ ହରାଇଥିଲେ ,ଅନେକ ଗଛ ଉପୁଡ଼ିଥିଲା । କିଛି ଗାଁକୁ ଛାରଖାର କରିଥିଲା ଫୋନି । ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଧିରେ ଧିରେ ଅଣ୍ଟା ସଳଖିବାକୁ ଚେଷ୍ଟା କରାଯାଉଛି । ତଥାପି ଏବେବି ଦୁର୍ଦ୍ଦଶା ଘେରରୁ ମୁକୁଳି ନାହାଁନ୍ତି ଲୋକେ କିଛି ଗାଁର ଲୋକେ । ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟ ଧୀରେ ଧୀରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି । ବଦଳୁଛି ଏହାର ଚିତ୍ର ।

Related posts

ଝଡ ଅମ୍ପାନକୁ ନେଇ ଜିଲ୍ଲା ପ୍ରଶାସନ ତପ୍ତରତା

mahabharatanews

ବାଇକରେ ଯିବା ବେଳେ ଚାପିଦେଲା ଟ୍ରକ୍‌, ୩ ମୃତ

mahabharatanews

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି: ଶଙ୍କରାଚାର୍ଯ୍ୟ

mahabharatanews