Uncategorized

ପ୍ରବାସୀ ଶ୍ରମିକ ଘର ବାହୁଡାରେ ରହିଛି ଅନେକ କମି ରହିଛି: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଆଜି ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧିତ ଏକ ପିଆଇଏଲର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି କାଳରେ ସୁପ୍ରିମ କୋର୍ଟ କହିଛନ୍ତି, ପ୍ରବାସୀଙ୍କ ନିଜ ଗାଁକୁ ଫେରିବା ସମୟରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଆମେ ସଚେତନ ଅଛୁ । ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ପ୍ରକ୍ରିୟାରେ ଅନେକ କମି ରହିଥିବା ମଧ୍ୟ ଦୃଷ୍ଟିଗୋଚର ହୋଇଛି । ମୁଖ୍ୟତଃ ପଞ୍ଜିକରଣ, ଯାତାୟାତ, ଖାଦ୍ୟ ଓ ପାନୀୟ ଯୋଗାଣ ପ୍ରକ୍ରିୟାରେ ଅନେକ କମି ରହିଛି ।

Related posts

୨୦୨୦ରେ ସିବିଆଇ ୮୦୦ରୁ ଅଧିକ ମାମଲାର ଫଇସଲା କରିଛି

mahabharatanews

୧୯୭୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ୟୁଗାଣ୍ଡାରେ ପ୍ରବଳ ବର୍ଷା, ମାଟି ଅତଡା ଖସି ୮ ମୃତ

mahabharatanews