ଓଡିଶା

ବଜ୍ରପାତରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି, ବଜ୍ରପାତ ହୋଇ ଯାଇଛି । ଏହି ବର୍ଷାରେ ହୋଇଥିବା ବଜ୍ରପାତରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଗତସିଂହପୁର ସ୍ଥିତ ବୋରିଗୁମା ବରଗୁଡ଼ିପଡ଼ା ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ମହାକାଳପଡ଼ା ବାରଡାଙ୍ଗ ଗ୍ରାମର ଜଣେ, ଟାଙ୍ଗୀ ସଫା ପଞ୍ଚାୟତର ୨ଜଣ, କେନ୍ଦୁଝର କାଠକଟା ପଞ୍ଚାୟତ ବିର୍ଶାମୁଣ୍ଡାର ଜଣେ, ଢ଼େଙ୍କାନାଳ ସଦର ଥାନା ଅଞ୍ଚଳର ୨ଜଣ, ରାଇଡ଼ିହି ଗ୍ରାମର ଜଣେ, ଦେବଗଡ଼ ସ୍ଥିତ ବାଘମାରି ଗ୍ରାମର ଜଣେ, ଦଣ୍ଡାରଗଡ଼ିର ଜଣେ ମହିଳା ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି।

Related posts

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

mahabharatanews

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

୧୮ ଯାଏଁ ପ୍ରବଳ ବର୍ଷା ସମ୍ଭାବନା 

mahabharatanews