Uncategorized

ନକ୍ସଲଙ୍କ ଆକ୍ରମଣରେ ସହକାରୀ କନେଷ୍ଟବଳ ନିହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଗ୍ରାମରେ ବୁଧବାର ଦିନ ଜଣେ ସହକାରୀ କନେଷ୍ଟବଳଙ୍କ ଘରେ ନକ୍ସଲମାନେ ଆକ୍ରମଣ କରିବାରୁ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ବିଜାପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁଯାୟୀ, ବୁଧବାର ମଧ୍ୟରାତ୍ରରେ ନକ୍ସଲମାନେ କନେଷ୍ଟବଳଙ୍କ ଘର ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ତାଙ୍କ ବାପା ମା ମଧ୍ୟ ଆହତ ହୋଇଛନ୍ତି ।
ପୂର୍ବରୁ ଗତ ସପ୍ତାହରେ ନକ୍ସଲମାନେ ସୁକମାର କୁମାନର ଅଞ୍ଚଳରେ ରାସ୍ତା କାମ ଚାଲିଥିବା ବେଳେ ୬ଟି ଗାଡିରେ ନିଆଁ ଲଗାଇଦେଇଥିଲେ ।

Related posts

ସିସୋଦିଆଙ୍କୁ ମିଳିଥିବା କ୍ଲିନ ଚିଟ୍ ଦିଲ୍ଲୀ କୋର୍ଟରେ ଖାରଜ

mahabharatanews

ରଶ୍ମୀ ଠାକରେ ‘ସାମନା’ର ନୂଆ ସମ୍ପାଦିକା

mahabharatanews

ଏଲଓସିରେ ସ୍ଥିତି ଖରାପ ହୋଇପାରେ: ରାୱତ

mahabharatanews