Uncategorized

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନିଜର ଟ୍ୱିଟ ଜରିଆରେ ତାଙ୍କର ଭାରତୀୟ ସମକ୍ଷକ ନରେନ୍ଦ୍ର ମୋଦିଙ୍କୁ ନିଜର ଭଲ ବନ୍ଧୁ ବୋଲି ସମ୍ବୋଧନ କରିବା ସହ ଉଭୟ ଦେଶ ମଧ୍ୟରେ ସୁସଂପର୍କ ଥିବା ଉଲ୍ଲେଖ କରିଛନ୍ତି ।
ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିବା ଏକ ଫଟୋକୁ ଟ୍ୱିଟରରେ ସେୟାର କରି ମୋର ଜଣେ ଭଲ ବନ୍ଧୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ଜନତାଙ୍କୁ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଜଣାଉଛି । ସେ ହିନ୍ଦୀ ଭାଷାରେ ଏସବୁ ଉଲ୍ଲେଖ କରିବା ସହ ଭାରତବାସୀ ପାଖରେ ଅନେକ କିଛି ଅଛି ଯାହାକୁ ନେଇ ଭାରତବାସୀ ଗର୍ବ କରିପାରିବେ ।

Related posts

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

mahabharatanews

ୟୁପିର ୧୪ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ, ୩୫୦୦ରୁ ଉଦ୍ଧ୍ୱର୍ ଅଟକ

mahabharatanews

କରୋନାରେ ମାଓମାଦୀ ଆକ୍ରାନ୍ତ

mahabharatanews