Uncategorized

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

(ଆଦର୍ଶ ରାଉତ/ମହାଭାରତ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ ଏବଂ ନରେନ୍ଦ୍ର ମୋଦି ମୋବାଇଲ ଆପ୍ର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବୁଧବାର ବିଳମ୍ବିତ ରାତିରେ ହ୍ୟାକ ହୋଇଯାଇଥିବା ସୂଚନା ମିିଳିଛି । ହ୍ୟାକ୍ ପରେ କୋଭିଡ-୧୯ ମୁକାବିଲା ପାଇଁ ପିଏମ ନ୍ୟାସନାଲ ରିଲିଫ ଫଣ୍ଡକୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଫଲୋର୍ସଙ୍କୁ କୁହାଯାଇଥିଲା । ସିରିଜ୍ ଅଫ ଟ୍ୱିଟ ଜାରି କରି କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଅର୍ଥ ରାଶି ସହଯୋଗ କରିବାକୁ କୁହାଯାଇଥିଲା । ପରେ ଏହା ହ୍ୟାକରଙ୍କ କାରନାମା ବୋଲି ଜଣାପଡିଥିଲା ।

Related posts

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

mahabharatanews

ହୋଟେଲରେ ବସି ଖାଇବାକୁ କେରଳ ସରକାର ଦେଲେ ନିର୍ଦ୍ଦେଶ

mahabharatanews

ଛାତ୍ରଛାତ୍ରୀଙ୍କୁ ହିଂସା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews