ଅପରାଧ

ଭିଜିଲାନ୍ସ ଜାଲରେ ଆଉ ଜଣେ ବରିଷ୍ଠ ଅଧିକାରୀ

(ଆଦର୍ଶ ରାଉତ/ଭୁବନେଶ୍ୱର): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ବରିଷ୍ଠ ଅଧିକାରୀ । ପ୍ୟାକ୍ଟ୍ରିସ ଆଣ୍ଡ ବଏଲର୍ସ ଓଡ଼ିଶାର ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ୱର ସ୍ଥିତ ଘର ଏବଂ ଅଫିସରେ ଭିଜିଲାନ୍ସ ଚଢାଉ ହୋଇଛି । ଭୁବନେଶ୍ୱର ସ୍ଥିତ ବିପୁଲ ଗାର୍ଡେନରେ ଥିବା ଫ୍ଲାଟ୍, କଟକ ସ୍ଥିତ ଶ୍ୱଶୁର ଘର, ଯାଜପୁର ସ୍ଥିତ ପୈତୃକ ବାସଭବନ, ରାଜ୍ୟ ବାହାରେ ପଣ୍ଡିଚେରୀରେ ଥିବା ଘର ଉପରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି ।

Related posts

ଏସଟିଏଫ୍ ହାତରେ ବାଘ ଛାଲ ବେପାରୀ

mahabharatanews

ଅନଲାଇନ୍ ସପିଂ ସାଇଟରୁ ୫୫,୦୦୦ ଟଙ୍କିଆ ଫୋନ୍ ମଗାଇଥିଲେ, ଆସିଲା ଚା’ କପ୍

mahabharatanews

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

mahabharatanews