ଓଡିଶା

ଆଜି ୨୪ ଘଣ୍ଟାରେ ୮୩,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

(ନୂଆଦିଲ୍ଲୀ): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୩୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହିତ ୧୦୯୬ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୧କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮ ହଜାର ୪୭୨ରେ ପହଞ୍ଚିଛି। ଅନ୍ୟପଟେ ୩୦, ୩୭,୧୫୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୮ ଲକ୍ଷ ୩୧ ହଜାର ୧୨୪ ସକ୍ରିୟ ମାମଲା ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଖରସ୍ରୋତା ବଞ୍ଚାଇବାକୁ ଯାଇ ଗଛମୂଳେ ଶ୍ରୀକାନ୍ତ

mahabharatanews

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

mahabharatanews

ହୀରାକୁଦକୁ ପଶିଲା ୨.୩୮ ଲକ୍ଷ କ୍ୟୁସେକ୍ ପାଣି, ଖୋଲିବ କି ଗେଟ୍?

mahabharatanews