ଓଡିଶା

ଜଗତସିଂହପୁର ବିଧାୟକଙ୍କୁ କରୋନା

(ମହାଭାରତ/ଭୁବନେଶ୍ୱର): ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି । ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜର କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଆଜି ବିଜେଡି ସାଂସଦ ରମେଶ ମାଝି କରୋନା ସଂକ୍ରମିତ ହୋଇଥିବା ବେଳେ ପୂର୍ବରୁ ଦଳର ବହୁ ନେତା କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ପାଣିରେ ବୁଡି ଦୁଇ ମୃତ

mahabharatanews

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

mahabharatanews

ପୌର ନିର୍ବାଚନ: ୨ରୁ ନାମାଙ୍କନ, ୨୪ରେ ଭୋଟ

mahabharatanews