ଓଡିଶା

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କୋଭିଡ ପଜିଟିଭ୍

(ଜୟନ୍ତ କୁମାର ଷଡଙ୍ଗୀ/ପୂରୀ): ପୁରୀ ଜିଲ୍ଲାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ସାଂଘାତିକ ଭାବେ ବଢି ଚାଲିଛି । ଏଥିରୁ ଜନ ପ୍ରତିନିଧି ମାନେ ମଧ୍ୟ ବାଦ ପଡି ନାହାଁନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ କୋଭିଡ ଚିହ୍ନଟ ହୋଇଛନ୍ତି । ସେ ନିଜେ ଗଣମାଧ୍ୟମକୁ ସୂଚନା ଏହି ଦେଇଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ହୋମ ଆସୋଲେସନ ରେ ଥିବା ବେଳେ ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହି ନିଜର କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି।
ସେପଟେଏହା ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏବଂ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରୋନା ସଂକ୍ରମିତ ହୋଇଛନ୍ତି ।

Related posts

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

mahabharatanews

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ; ସମୀକ୍ଷା କଲେ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ

mahabharatanews

‘ଆମ ଘର ଆମ ହାଣ୍ଡିଶାଳର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ

mahabharatanews