ଓଡିଶା

ସରପଞ୍ଚଙ୍କ ଦ୍ୱାରା ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା

(ତାରାକାନ୍ତ ନାୟକ/ସାଲେପୁର): କଟକଜିଲ୍ଲା ସାଲେପୁର ବ୍ଲକର ଚନ୍ଦ୍ରାଦେଇପୁର ପଞ୍ଚାୟତର ସରପଞ୍ଚ ଅନୀଲ କୁମାର ଦାସ ୭୨ ଘଣ୍ଟା ପାଇଁ ଚନ୍ଦ୍ରାଦେଇପୁର ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ସାଲେପୁର ଅଞ୍ଚଳରେ ବଢ଼ି ଚାଲିଛି । ତେବେ ଏହାର ପ୍ରତ୍ୟେକ ବ୍ଲକ୍ ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଚନ୍ଦ୍ରାଦେଇପୁର ପଞ୍ଚାୟତରେ କୋର୍ଟ, ବ୍ଲକ ଏବଂ ତହସିଲ ଅଫିସ୍ ଥିବାକୁ ଏଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ସରପଞ୍ଚ ଏପରି ନିଷ୍ପତ୍ତି ନେଇଛନ୍ତି ।

Related posts

ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣିଚିକିତ୍ସା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

ନବୀନଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର

mahabharatanews