Uncategorized

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

ନୂଆଦିଲ୍ଲୀ: ଚୀନର ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଉପରେ ହେଉଛି ଅମାନବୀୟ ଅତ୍ୟାଚାର । ଚୀନ ସରକାର ସଂଘାଲଘୁ ଲୋକଙ୍କ ମାନବ ଅଧିକାର ଉଲଂଘନ କରିଛି । ଦାଦନ ଶ୍ରମିକ ଭାବେ ଅତ୍ୟାଚାର କରୁଛି ଚୀନ । ଏହାକୁ ନେଇ ୟୁ.ଏନ ଚୀନକୁ ଦେଇଛି ଚେତାବନୀ । ଆମେରିକା,ଜାପାନ, ଆଲବାନିଆ, ବୋସନିଆ, ୟୁଏଇର ଅଧିକାଂଶ ସଦସ୍ୟ ଦେଶ, କାନାଡା, ହାଇତି, ହୋଣ୍ଡୁରୁସ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୩୯ଟି ଦେଶ ଦସ୍ତଖତ କରିଛନ୍ତି ଚୀନର ‘ସଂଖ୍ୟାଲଘୁ ଉହିଙ୍ଗର୍’ ମାନବାଧିକାର ଉଲଂଘନ’ ବିରୋଧରେ । ‘ସିନଜିଆଙ୍ଗ’ ପ୍ରଦେଶରେ ଏହି ଅତ୍ୟାଚାରକୁ ରୋକିବାଦିଗରେ,ମିଳିତ ଜାତିସଂଘର ଉଚ୍ଚାୟୁକ୍ତଙ୍କ ସମେତ ସ୍ୱାଧୀନ ପର୍ୟବେକ୍ଷକଙ୍କୁ ସେଠାରେ ପହଞ୍ଚାଇବା ସହ ତକ୍ରାଳ ଆବଶ୍ୟକୀୟ ସାହାଯ୍ୟ ଯୋଗାଇବାରେ ଅନୁମତି ପ୍ରଦାନ କରିବାକୁ ଦାବି କରାଯାଇଛି ।

Related posts

ଭୁଶୁଡ଼ିଲା ବିଲ୍ଡିଂ : ଗୋଟିଏ ପରିବାରର ୩ ମହିଳା ମୃତ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

mahabharatanews