ଓଡିଶା

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୦୫୨

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୪୪ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୦୦୫୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି । ୬୪୪ ମଧ୍ୟରୁ ୩୭୧ଜଣ କ୍ବାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱର ଜିଲ୍ଲାରୁ ୧୩, ବରଗଡ଼ ଜିଲ୍ଲାରୁ ୧୪, ଭଦ୍ରକ ଜିଲ୍ଲାରୁ ୧୯, ବଲାଙ୍ଗୀର ଜିଲ୍ଲାରୁ ୩୨, ବୌଦ୍ଧି ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୩୮, ଦେଓଗଡ଼ ଜିଲ୍ଲାରୁ ୩, ଢେଙ୍କାନାଳ ଜିଲ୍ଲାରୁ ୬, ଗଜପତି ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୭, ଜଗତସିଂହପୁର ଜିଲ୍ଲାରୁ ୨୭, ଯାଜପୁର ଜିଲ୍ଲାରୁ ୧୭, ଝାରସୁଗୁଡ଼ା ଜିଲ୍ଲାରୁ ୨୬, କଳାହାଣ୍ଡି ଜିଲ୍ଲାରୁ ୧୫, କନ୍ଧମାଳ ଜିଲ୍ଲାରୁ ୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯, କେନ୍ଦୁଝର ଜିଲ୍ଲାରୁ ୩୭, ଖୋର୍ଦ୍ଧା ଜିଲ୍ଲାରୁ ୭୩, କୋରାପୁଟ ଜିଲ୍ଲାରୁ, ମାଲକାନଗିରି ଜିଲ୍ଲାରୁ ୧୬, ମୟୁରଭଞ୍ଜ ଜିଲ୍ଲାରୁ ୫୯, ନବରଙ୍ଗପୁର ଜିଲ୍ଲାରୁ ୧୫, ନୟାଗଡ଼ ଜିଲ୍ଲାରୁ ୯, ନୂଆପଡ଼ା ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୩୪, ରାୟଗଡ଼ା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୫, ସୋନପୁର ଜିଲ୍ଲାରୁ ୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, ଷ୍ଟେଟ ପୁଲ୍‌ରୁ ୧୭ଜଣ ବାହାରିଛନ୍ତି ।

Related posts

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

mahabharatanews

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

mahabharatanews

ପୁରୀ ବେଳାଭୂମିରୁ ନିଖୋଜ, ବାଲେଶ୍ବରରୁ ଉଦ୍ଧାର

mahabharatanews