ଓଡିଶା

ଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା  । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ସାମିଲ  ।ବ୍ରହ୍ମଗିରି ବ୍ଲକ୍ ୩୦ ନମ୍ବର ଜୋନର ରାଏବିଧାର ଛକ ନିକଟରୁ ତରମାଳ ଅଭିମୁଖେ ବାହାରିଛି ଏକ ବିରାଟ ଶୋଭାଯାତ୍ରା । ସେଠାରେ ସଭାର ଆୟୋଜନ କରାଯାଇଛି ।

Related posts

ବନ୍ୟଜନ୍ତୁ ଆକ୍ରମଣ ; ପାଗଳ ବିଲୁଆ କାମୁଡ଼ାରେ ୭ ଆହତ

mahabharatanews

ମହାପ୍ରଭୁଙ୍କ ସେବାରେ ୬ ମାସ ୨୧ ଦିନର ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

mahabharatanews

ରାଜ୍ୟରେ ଚାଲିବ କ୍ରୁଜ

mahabharatanews