ଅପରାଧ

ବୃଦ୍ଧା ହତ୍ୟା ଘଟଣାରେ ୨ ଗିରଫ

ଭୁବନେଶ୍ବର: ନୟାପଲ୍ଲୀରେ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ସେପ୍ଟେମ୍ବରରେ ଜଣେ ବୃଦ୍ଧାଙ୍କ ହତ୍ୟା ଘଟଣାରେ ପୁଲିସ ୨ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସାଗର ପ୍ରଧାନ ଓ ନାରାୟଣ ମହାନ୍ତିକୁ ଗିରଫ କରିଛି ନୟାପଲ୍ଲୀ ଥାନା ଓ ପୋଲିସ ସ୍ପେଶାଲ ସ୍କ୍ବାଡ୍। ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଉଭୟଙ୍କୁ ଆଜି କୋର୍ଟ ଫୱର୍ାଡ କରାଯିବା ସହ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ।
ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୬ ତାରିଖରେ ବୃଦ୍ଧାଙ୍କୁ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରି ଲୁଟ କରାଯାଇଛି। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ।

 

Related posts

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

mahabharatanews

ବେଆଇନ୍ ମଦ ଚାଲାଣବେଳେ ୨ ଗିରଫ

mahabharatanews

ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

mahabharatanews