ଓଡିଶା

 ସନ ହସ୍ପିଟାଲ ବନ୍ଦ

କଟକ: କଟକ ତୁଲସିପୁରସ୍ଥିତ ସନ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଛି । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ଦୁଇ ତାରିଖରେ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ନେଇ ଯାଞ୍ଚରୁ ଜଣାପଡିଥିଲା ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା ତଥା ହସ୍ପିଟାଲ ମଧ୍ୟ ବେଆଇନ ଭାବେ ଚାଲିଥିଲା ।

Related posts

ଡେଙ୍ଗୁ ଆତଙ୍କ;  ଖୋର୍ଦ୍ଧାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ

mahabharatanews

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ଆଉ ୭୭୮ ନୂଆ ଆକ୍ରାନ୍ତ

mahabharatanews

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ: ଭିଡିଓ ଭାଇରାଲ

mahabharatanews