ଅପରାଧ

 ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ: ଉଦିତନଗର ଏସଆଇ ନିଲମ୍ବିତ

ରାଉରକେଲା: ରାଉରକେଲା ଥାନାରେ ନାବାଳକଙ୍କୁ ଥାର୍ଡ଼ ଡ଼ିଗ୍ରୀ ଘଟଣା ସାମ୍ନାକୁ ଆସିବା ପରେ ଉଦିତନଗର ସବ-ଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବନ କରାଯାଇଛି । ରାଉରକେଲା ଏସ୍ପି ମୁକେଶ ଭାମୁ ତାଙ୍କୁ ନିଲମ୍ବନ କରିବା ସହ ଦୁଇ ହୋମ ଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନୋଟସ ଜାରି କରିଛନ୍ତି । ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଏସ୍ପିଙ୍କୁ ନୋଟିସ କରିଥିଲେ ।
ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ଘରୁ ଉଠାଇନେବା ସହ ଥାନାରେ ଥାର୍ଡ଼ ଡ଼ିଗ୍ରୀ ଦେଇଥିଲା । ଏମିତି କି ସାରା ରାତି ଥାନାରେ ରଖି ନାବାଳକଙ୍କୁ ଉଲଗ୍ନ କରି ଇଲେଟ୍ରିକ୍ ସକ୍ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମାନବାଧିକାର କମିଶନ ଏହି ଘଟଣାରେ କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର କୟିଫତ ମାଗିଥିଲେ ଏସ୍ପିଙ୍କୁ । ଏହି ଘଟଣାରେ ମଙ୍ଗଳବାର ଉଦିତନଗର ଥାନା ସବ-ଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବନ କରାଯାଇଛି ।

 

La dose adéquate doit être établie par un médecin en fonction de vos besoins, mais également de votre état de santé général, de vos antécédents médicaux et des autres médicaments que vous prenez éventuellement Vous pouvez acheter Cialis en ligne pour améliorer votre vie sexuelle. Another brand of tadalafil is Adcirca, which is used to treat pulmonary arterial hypertension and improve exercise capacity in men and women Tadalafil En Ligne Quebec. casino canada Prix cials 2omg a vannes Le Tadalafil est un inhibiteur sélectif de la phosphodiesterase de type 5, également appelé PDE-5, déterminé à partir de guanosine monophosphate cyclique cGMP Der Arzt hat mir dieses Präparat viagra des femmes und Vitamine vorgeschrieben.

There is no specific treatment. In most cases, canker sores go away without treatment. Very effective anti-inflammatory topical gels may be used if applied at the time of burning, before the whitish lesion appears. newzealandrx.com Perform oral hygiene times a day and with correct technique.

Related posts

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews

ରାଜଧାନୀରେ ମଦ ପାଇଁ ହତ୍ୟା

mahabharatanews