ଓଡିଶା

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ଭିତରରେ ହାତୀ

କଟକ: ଜନବସତିକୁ ମାଡି ଆସୁଛନ୍ତି ହାତୀ । ତେବେ କୌଣସି ଜଙ୍ଗଲ ଇଲାକା ନୁହେଁ କଟକ ସହର ମଧ୍ୟକୁ ପଶିଆସିଲେ ହାତୀ । କଟକ ସିଡିଏ ସେକ୍ଟର ୧୩ରେ ନିର୍ମାଣ ହେଉଥିବା ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ ଭିତରକୁ ପଶିଆସିଛନ୍ତି ୨ ହାତୀ । ଗୁରୁବାର ରାତିରେ ବିଦ୍ୟାଧରପୁର ଅଞ୍ଚଳରୁ ଏହି ହାତୀମାନେ କାଠଯୋଡି ନଦୀ ପାର ହୋଇ ସିଡିଏରେ ପହଞ୍ଚିଛନ୍ତି । ସୂଚନା ପାଇଁ ସ୍ଥାନୀୟ ବନଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ହାତୀଙ୍କ ଗତିବିଧି ଉପରେ ନଜର ରହିଛି । ତେବେ ସିଡିଏ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ଏହାକୁ ନେଇ ଡିଏଫଓ ଅଶୋକ ଷଡଙ୍ଗୀ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ସଂଧ୍ୟା ପରେ ହାତୀଙ୍କୁ ଘଉଡାଯିବ ବୋଲି କୁହାଯାଇଛି ।

So how to buy Cialis daily through our website, please fill in the Type of medical appointment it is the basis of the recipe. The consultation provides our doctor with the answers you need to assess whether the action Cialis daily is safe for you. cialis malaysia The form is confidential and you need not to worry about the data provided, as they are protected by a separate law On security.

Related posts

କୋଣାର୍କ ସରକାରୀ ଏସଏସଡି ହାଇସ୍କୁଲରୁ ୨ ଛାତ୍ର ନିଖୋଜ

mahabharatanews

ବାହାନଗା ରେଳ ଦୁର୍ଘଟଣା: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

mahabharatanews

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

mahabharatanews