ଓଡିଶା

ସିଏମସି ଯନ୍ତ୍ରୀ ବିଭାଗରେ ଅଗ୍ନିକାଣ୍ଡ

କଟକ: କଟକ ବାଦାମବାଡିରେ ଥିବା କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ନିଆଁ ପ୍ରଥମେ ଷ୍ଟୋରରୁମ ପଛ ଅଳିଆଗଦାରେ କୌଣସି କାରଣରୁ ଲାଗି ଷ୍ଟୋର ରୁମକୁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରାଯାଇନାହିଁ ।

Related posts

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

mahabharatanews

ରାଜଲକ୍ଷ୍ମୀଙ୍କର ନୁତନ ମନ୍ଦିର ରତ୍ନମୁଦ ଉତ୍ସବ

mahabharatanews

ଆସୁଛି ବର୍ଷା, ୧୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

mahabharatanews