Uncategorized

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ବାଲଖରେ ଜଣେ ଡାକ୍ତରଙ୍କ ସହ ତାଙ୍କ ଡ୍ରାଇଭରକୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ସୋମବାର ସକାଳୁ ଗୁଳିକରି ହତ୍ୟା କରିଛି । ଏହି ଗୁଳିମାଡରେ ସାହିନ କର୍ପୋରେସନର ମୁଖ୍ୟ ଫିଜିସିଆନ ମହମ୍ମଦ ସାଲେହ ଓ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ବୋଲି ବାଲଖ କ୍ଷେତ୍ରର ପୁଲିସ ପ୍ରବକ୍ତା ଅଦିଲ ସାହ ମଦିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆଫଗାନିସ୍ଥାନର ମଜାରେ ସରିଫର ଫେଦ୍ୱାସି ଛକରେ ଅଜ୍ଞାତ ବନ୍ଧୁକଧାରୀ ଡାକ୍ତରଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲା । ଏଥିରେ ଡାକ୍ତର ମହମ୍ମଦ ସାଲେହଙ୍କ ସହ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା ।ା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ।

Related posts

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews

ଇଟାଲୀରେ କୋରୋନା ମୃତକଙ୍କ ସଂଖ୍ୟା ୬୦୦ ଟପିଲା

mahabharatanews