ଓଡିଶା

ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ

ଯାଜପୁର: ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ । ଲିଫ୍ଟରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟରେ କାମ କରୁଥିବା ସମୟରେ ଲିଫ୍ଟ ଭାଙ୍ଗି ପଡିଥିଲା । ଫଳରେ ସେ ତଳେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରମିକଙ୍କ ପରିଚୟ ମିଳିପାରିନଥିବା ବେଳେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

mahabharatanews

‘ଲକ୍ଷଣ ଦେଖାଗଲେ ପରୀକ୍ଷା କରନ୍ତୁ’: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

mahabharatanews

ରୋଷେଇ ଘରୁ ୩ ଫୁଟିଆ ନାଗ ଛୁଆ ଉଦ୍ଧାର

mahabharatanews