ଓଡିଶାରାଜନୀତି

ବିଜେଡିର ମହିଳା ସମାବେଶ

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରଠାରେ ତୃଣ ମୂଳ ସ୍ତରରେ ମହିଳା ସଶକ୍ତିକରଶ କରିବା ପାଇଁ ଆଜି ବିଜେଡି ତରଫରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଛିି ।ଏହି କାର୍ୟ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଏବଂ ସୁବର୍ଣ୍ଣପୁର ଜିଲ୍ଲା ମହିଳା ପର୍ୟ୍ୟବେକ୍ଷକ ପ୍ରଭାସିନୀ ନନ୍ଦ କାର୍ଯ୍ୟକ୍ରମରେ ଯୋଗଦେବେ । ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଛାତ୍ର ସଭାପତି ଶାଶ୍ୱତ ମିଶ୍ର (ସିତୁନ) ଓ ଯୁବ ବିଜେଡି ଦଳ ସଭ୍ୟ ସିତାରାମ ମହାପାତ୍ର (ସିତୁ)ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦେଇଛନ୍ତି।

 

Related posts

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews

ଅଗ୍ନିକାଣ୍ଡରେ ୨୦ ବଖରା ଭସ୍ମିଭୂତ

mahabharatanews

ଖାଦ୍ୟ ମାନକୁ ନେଇ ଉପଜିଲ୍ଲାପାଳଙ୍କ ଅସନ୍ତୋଷ

mahabharatanews