ଓଡିଶା

ଲମ୍ବା ଛୁଟିରେ ଏସିଏସ ପ୍ରଦୀପ୍ତ ମହାପାତ୍ର

(ରିପୋଟର୍ସ ଟୁଡେ): ଲମ୍ବା ଛୁଟି ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୮ ଦିନ ପାଇଁ ଛୁଟି ନେଲେ । ଏନେଇ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପାୱାର କରିଡରର ଏହି ଅଦଳ ବଦଳକୁ ନେଇ ଚର୍ଚ୍ଚା ହେଉଛି । ଏବେ ରାଜ୍ୟରେ ଦ୍ୱିତୀୟ ଲହର ଚାଲିଥିବା ବେଳେ ଆଗକୁ ତୃତୀୟ ଲହର ଅ୍ରାସିବାର ସମ୍ଭବନା ସମୟରେ ଏସିଏସ ପ୍ରଦୀପ୍ତ ମହାପାତ୍ର ଛୁଟି ନେଇଛନ୍ତି । ତୃତୀୟ ଲହରକୁ କେମିତି ମୁକାବିଲା କରାଯିବ ଏନେଇ ପ୍ରଦୀପ୍ତ ମହାପାତ୍ର ବେଶ ସକ୍ରିୟ ରହିଥିଲେ ।

Related posts

ୟୁପିଏସସି କୋଚିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews

ବଜ୍ରାଘାତରେ ଚାଲିଗଲା ୩ ଜୀବନ

mahabharatanews

ପୁରୀ ବେଳାଭୁମୀରେ ଗଣେଶଙ୍କ ବାଲୁକ ଚିତ୍ର

mahabharatanews