ଭାରତ

କେନ୍ଦ୍ର ଶାସିତ ଅଞ୍ଚଳ କାଶ୍ମୀରରେ ପୋଷ୍ଟର ସଚେତନା କାର୍ଯ୍ୟକ୍ରମ

ଶ୍ରୀନଗର: ଶୁକ୍ରବାର କାଶ୍ମୀର ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ନିଶା କାରବାରକୁ ନେଇ ଏକ ପୋଷ୍ଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଚଣ୍ଡି ଭବନ ପଡିଆରେ ମୁକ୍ତାକାଶ ପୋଷ୍ଟର ସଚେତନତାର ନାମ ଥିଲା ଡ୍ରଗ୍ସକୁ ନାଁ (ସେ ନୋ ଟୁ ଡ୍ରଗ୍ସ) । ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବିଶ୍ୱ ବିଦ୍ୟାଳୟ ଛାତ୍ର ବିକାଶ ବିଭାଗ ।

 

Related posts

ଅଷ୍ଟ୍ରେଲିଆରେ ପହଚିଂଲେ ରୋହିତ ସେନା

mahabharatanews

୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ

mahabharatanews

ପ୍ରବଳ ବର୍ଷା ;ଶିମ୍‌ଲା-ଚଣ୍ଡୀଗଡ଼ ସଡ଼କ ବନ୍ଦ

mahabharatanews