ଓଡିଶା

ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଟ୍ୱିନସିଟିରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରହିବ ନାଇଟ୍ କର୍ଫ୍ୟୁ। ରାଜି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେଉଛି। ପାର୍ବଣ ଯୋଗୁ ବଜାରରେ ଭିଡ଼ ଜମିଲେ ସଂକ୍ରମଣ ସ୍ଥିତି ସଂଗୀନ ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କଟକଣ।। ନ ମାନିଲେ ଦୋଷୀ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ପୁଲିସ ବୋଶଲି ପୂର୍ବରୁ ପୋଲିସ କମିଶନର ସୂଚନା ଦେଇଛନ୍ତି । ବିଶେଷ କରି ରେଭ୍ ପାର୍ଟି ଉପରେ ନଜର ରଖୁଛି ପୁଲିସ । ପୁଲିସ ବାର୍ ଉପରେ ଜୋରଦାର କାର୍ୟ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ଧରୁଥିବା କହିଛନ୍ତି ପୋଲିସ କମିଶନର।

Related posts

ମାଲକାନଗିରି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଆଗରେ ଖୁଲମ ଖୁଲା ମଦ ଦୋକାନ

mahabharatanews

ଆଉ ଜଣେ ପୁଲିସ କରୋନା ଯୋଦ୍ଧାଙ୍କ ମୃତ୍ୟୁ

mahabharatanews

କମୁଛି ସଂକ୍ରମଣ , ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

mahabharatanews