ଭାରତ

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ: ୨ ମୃତ

ଚଣ୍ଡିଗଡ: ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି ହେଲେ ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏହି ବିସ୍ଫୋରଣ କୋର୍ଟର ଦ୍ୱିତୀୟ ମହଲାରେ ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।
କୋର୍ଟର ଓକିଲ ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ବ୍ଲାଷ୍ଟ ସମୟରେ ଅଧିକ ସଂଖ୍ୟାକ ଆଇନଜୀବୀ ମାନେ କୋର୍ଟରେ ଉପସ୍ଥିତ ନ ଥିଲେ ବୋଲି ସୂଚନା ମିଳିଛି । ହେଲେ ଏହି ବିସ୍ପୋରଣ ବମ୍ ପଡିବା ଯୋଗୁଁ ହୋଇଛି । କି ସିଲିଣ୍ଡର ବ୍ଲାଷ୍ଟ କରିଛି ତା ନେଇ ଛାନଭିନ ଜାରି ରଖିଛି ପୁଲିସ।
ଏଥିସହିତ ପଢ଼ନ୍ତୁ

 

Related posts

ସରିଲା ଖନନ କାର୍ଯ୍ୟ, ଟନେଲ ଭିିତରେ ଅସ୍ଥାୟୀ ହସ୍ପିଟାଲ

mahabharatanews

୧୩ ନୁହେଁ ୧୪ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

mahabharatanews

ଚାଲିଗଲା ସୁରକ୍ଷିତ ଉଦ୍ଧାର ହୋଇଥିବା ଝିଅଟିର ଜୀବନ 

mahabharatanews