ଭାରତ

ବ୍ରାଇଡାଲ୍‌ ଡିଜାଇନରଙ୍କୁ ଭେଟିଲେ ରଣବୀର ଓ ଆଲିୟା

(ମୁମ୍ବାଇ) : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ମିଳିଛି ।

ଇତିମଧ୍ୟରେ, ଆଲିୟା ଏବଂ ରଣବୀରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଉଭୟ ନିଜର ବିବାହ ପାଇଁ ସପିଂ ଆରମ୍ଭ କରିଦେଇଥିବା ଏହି ଫଟୋକୁ ଦେଖିବା ପରେ ଫ୍ୟାନମାନେ ଅନୁମାନ କରୁଛନ୍ତି । ଖ୍ୟାତନାମା ଶାଢ଼ୀ ତଥା ବ୍ରାଇଡାଲ୍‌ କଷ୍ଟ୍ୟୁମ୍‌ ଡିଜାଇନର ବୀଣା କନ୍ନନଙ୍କୁ ଉଭୟ ଭେଟିଛନ୍ତି । ବୀଣା ନିଜର ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ବିବାହ ପାଇଁ ଶାଢ଼ୀ ଏବଂ ବ୍ରାଇଡାଲ କଷ୍ଟ୍ୟୁମ ଅର୍ଡର ଦେବାକୁ ସେମାନେ ବୀଣା କନ୍ନନଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି ।

Related posts

କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

mahabharatanews

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

mahabharatanews

ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି 

mahabharatanews