ଭାରତ

ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

(କେରଳ) : ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ କେରଳରେ ଦେଖିବାକୁ ମିଳିଛି ଆଉ ଏକ ରୋଗ ‘ଟାମଟର ଫ୍ଲୁ’ । ବର୍ତ୍ତମାନ ଯାଏ ୮୦ ଅଧିକ ଛୋଟ ପିଲା ଏହି ରୋଗର ଶିକାର ହୋଇଛନ୍ତି। ଫଳରେ ଏହାକୁ ନେଇ ଚିନ୍ତାରେ ଅଭିଭାବକ ।

ଏହାରି ଭିତରେ ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଏହାକୁ ଯଦି ରୋକାଯାଇନପାରେ ତେବେ ଏହା ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଛି। ‘ଟାମଟର ଫ୍ଲୁ’କୁ ନେଇ ଡାକ୍ତରମାନେ ମଧ୍ୟ ଦ୍ୱନ୍ଦ୍ୱ ପଡ଼ିଛନ୍ତି।

ଅନ୍ୟରାଜ୍ୟରୁ ଆସୁଥିବା ଲୋକମାନଙ୍କର ଯାଞ୍ଚ କରାଯାଉଛି। ତାମିଲନାଡ଼ୁ-କେରଳ ସୀମାରେ ଏହାର ପରୀକ୍ଷା କରାଯାଉଛି। ପୂରା ରାଜ୍ୟରେ ଏହି ରୋଗର ପରୀକ୍ଷା କରିବା ପାଇଁ ୨୪ ଟି ଟିମ୍‌ ଗଠନ କରାଯାଇଛି।

Related posts

 ଗୋମାଂସ ଖାଇବାକୁ ନେଇ ମୁହଁ ଖୋଲିଲେ କଙ୍ଗନା

mahabharatanews

ମେ’ ପହିଲାରୁ ବଦଳିବ GST ନିୟମ

mahabharatanews

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

mahabharatanews