ଭାରତମନୋରଞ୍ଜନ

ସନ୍ନି ଦେୱଲ କିଣିଲେ ୨.୦୫ କୋଟି ଟଙ୍କାର ନୂଆ କାର

(ମୁମ୍ବାଇ) : ବଲିଉଡ ଅଭିନେତା ସନ୍ନି ଦେୱଲ ଗାଡି ପ୍ରତି ତାଙ୍କର ଦୁର୍ବଳତା ଆଗରୁ ହିଁ ରହିଛି । ତାଙ୍କ କାର କଲେକ୍ସନରେ ଅନେକ ଦମଦାର କାର ସବୁ ସାମିଲ ହୋଇଛି  । ଏହି କ୍ରମରେ ନିକଟରେ ସେ ବିଲକୁଲ ନୂଆ ରୋଭର ଡିଫେଣ୍ଡର ୧୧୦ କାର କିଣିଛନ୍ତି ।

ସନ୍ନି ଏହି ୫ ଡୋର ଏସୟୁଭିର ଟପ୍ ମଡେଲ ଭି୮ କିଣିଛନ୍ତି ଯାହାର ଏକ୍ସ ଶୋରୁମ୍ ଦାମ୍ ୨.୦୫ କୋଟି ଟଙ୍କା । ଏହି ଏସୟୁଭି ଅନେକ ବର୍ଷ ଧରି ଲୋକଙ୍କ ଫେବରାଇଟ୍ ରହିଛି ଏବଂ ଏହାର ନୂଆ ଜେନେରେସନ ଅତି ଷ୍ଟାଇଲିସ୍ ହୋଇ ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ , ସନି ତାଙ୍କ ପିତା ଧର୍ମେନ୍ଦ୍ର ମଧ୍ୟ ରେଞ୍ଜ ରୋଭରର ସଉକ ରଖନ୍ତି । ଏବଂ ସେ ଆଜି ମଧ୍ୟ ପ୍ରଥମ ଜେନେରେସନର ରେଞ୍ଜ ରୋଭର ବ୍ୟତୀତ ତୃତୀୟ ଜେନେରେସନ ରୋଭର ଚଳାନ୍ତି । ସନ୍ନି ଏବଂ ତାଙ୍କ ପରିବାରର କାର ଗ୍ୟାରେଜରେ ଅନେକ ଲ୍ୟାଣ୍ଡ ରୋଭର ଏବଂ ରେଞ୍ଜ ରୋଭର କାର ରହିଛି । ଏଥି ମଧ୍ୟରୁ ସନ୍ନିଙ୍କ ପାଖରେ ପୂର୍ବରୁ ହିଁ ୪ର୍ଥ ଜେନେରେସନର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି ସାମିଲ ରହିଛି ।

Related posts

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews

ଆଉ ୫ଦିନ ଖୋଲିବ ଅମୃତ ଉଦ୍ୟାନ

mahabharatanews

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews