ଓଡିଶା

ନବୀନଙ୍କ ନୂଆ ଟିମ : ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା 

ଭୁବନେଶ୍ୱର:  ବିଜେଡିର ବରିଷ୍ଠ ନେତା ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମ୍ ର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ସୂଚନାଯୋଗ୍ୟ ଯେ ୨୦୧୪ରେ ପ୍ରଥମଥର ପାଇଁ ବିଷମକଟକ ବିଧାନସଭା କ୍ଷେତ୍ରରୁ ବିଧାୟକଭାବେ ନିର୍ବାଚିତ ହୋଥିଲେ ଜଗନ୍ନାଥ ସାରକା । ଆଉ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିର ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରପାହ୍ୟା ପାଇଥିଲେ ଜଗନ୍ନାଥ ସାରକା । ତେବେ ପ୍ରଥମ ଥର ପାଇଁ କ୍ୟାବିନେଟ ପାହ୍ୟା ପାଇ ମନ୍ତ୍ରୀପଦ ଶପଥ ନେଉଛନ୍ତି ସରକା ।

 

Related posts

ପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଅପମାନ କରୁଛନ୍ତି ଡିଏସ୍ପି

mahabharatanews

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

କୋଣାର୍କରେ ଆଞ୍ଚଳିକ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍ଘାଟିତ

mahabharatanews