ଓଡିଶା

ଘରର ବାଲକୋନିକୁ ଆସି ‘ବାବୁସାନ’ କହିଲେ ‘ଠିକ ସମୟରେ ଠିକ କଥା କହିବି’

ଭୁବନେଶ୍ୱର : ବାଲକୋନୀକୁ ଆସିଲେ ଅଭିନେତା ବାବୁସାନ୍‌। ବାବୁସାନଙ୍କ ସହ ଏକ[କ ଅପରାଜିତା ମଧ୍ୟ ବାଲକୋନୀକୁ ଆସିଥିଲେ। ଜଗନ୍ନାଥବିହାର ଘର ବାଲକୋନୀକୁ ମାଆ ଅପରାଜିତାଙ୍କ ସହ ଆସି ଫ୍ୟାନଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ତେବେ ନିଜ ଘର ବାଲକୋନିରେ ଥାଇ ସେ ଗଣମାଧ୍ୟମଙ୍କୁ ଏପରି କହିଛନ୍ତି । ଠିକ ସମୟ ଆସିଲେ ଠିକ କଥା କହିବି। ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି ଅଛି । ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ ମହାନ୍ତି ।

ଆଜି ଥାନାକୁ ଯିବାର ଅଛି କି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ମା ଅପରାଜିତା ମହାନ୍ତି ଦେଇଥିଲେ । ଆଜି କୁଆଡେ ଯିବାର ନାହିଁ ବୋଲି ଅପରାଜିତା କହିଥିଲେ । ଆମ ଉଭୟଙ୍କ ଦେହ ଭଲ ନାହିଁ ବୋଲି ମା ଅପରାଜିତା କହିଥିଲେ । ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ସେ ପ୍ରଥମଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଗତକାଲି ଚେନ୍ନାଇରୁ ଫେରିବା ପରେ ଆଜି ବାହାରକୁ ଆସିଲେ ବାବୁସାନ । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ଥାନାକୁ ନଯାଇ ଘରେ ବୟାନ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Related posts

ପୁଣି ୨୦ ପର୍ୟ୍ୟନ୍ତ ସଟ୍ ଡାଉନ୍ ରେ ହିଞ୍ଜିଳିକାଟୁ ପୌରାଞ୍ଚଳ

mahabharatanews

ଟାଣି ନେଇଥିଲା କୁମ୍ଭୀର, ମିଳିଲା ମହିଳାଙ୍କ ମୃତଦେହ

mahabharatanews

ନିଆଁ ଲାଗି ଗାଈ ବାଛୁରୀ ଅ।ହାତ

mahabharatanews