ଓଡିଶା

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ବନ୍ୟା ଓ ବର୍ଷାରେ ୧.୨୦ ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ୱର: ଚଳିତ ବର୍ଷ ବନ୍ୟା ଓ ବର୍ଷାର କ୍ଷୟୟତି ରିପୋର୍ଟ ପ୍ରକାଶ ପାଇଛି। ବର୍ଷା ଓ ବନ୍ୟାରେ ୧ ଲକ୍ଷ ୨୦ ହାଜର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ବର୍ଷା ଓ ବନ୍ୟା ଲାଗି ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରେ ସର୍ବାଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁରରେ କେବଳ ୨୪୨୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

Related posts

ଫିସିଙ୍ଗ ହାରବରରେ ଫସିଛନ୍ତି ୫୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ

mahabharatanews

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews

ଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତ

mahabharatanews