ଓଡିଶାରାଜନୀତିଵାଣିଜ୍ୟ

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

ରାଜ୍ୟରେ ପୁଞ୍ଜିନିବେଶ ଲାଗି କଲେ ଆହ୍ୱାନ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ପୁଞ୍ଜିପତି ଓ ବିଭିନ୍ନ ଦେଶର ଆମ୍ବାସାଡରମାନଙ୍କୁ ଭେଟିଛନ୍ତି। ଏଥି ସହିତ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ ଯୋଗଦେବା ଲାଗି ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓ ଶିଳ୍ପ ସଚିବ ଶ୍ରୀ ଶର୍ମା ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ।

Related posts

ନୂଆପଡା ଉପନିର୍ବାଚନରେ ହାରିବା ପରେ ଟ୍ୱିଟ କଲେ ନବୀନ

mahabharatanews

ଡ୍ରେସ ଦୋକାନରେ ଇନଭୋଟର ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ

mahabharatanews

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

mahabharatanews