ଓଡିଶା

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ

ମାଲକାନଗିରି : ପୁରା ରାଜ୍ୟ ତଥା ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଥିଲା। ଏହା ଭିତରେ ଅନୁଖା ଚିତ୍ର ସାମ୍ମନାକୁ ଆସିଥିଲା ମାଲକାନଗିରିରେ । ଯେଉଁଠହିଲେ ଦେଖିବାକୁ ମିଳିଥିଲା ଈଶ୍ୱର, ଆଲ୍ଲା, ଯୁଶୀ।ସବ୍‌ କା ମାଲିକ ଏକ୍‌।

ଏଭଳି କିଛି ଥିମ୍‌ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। । ଏହାକୁ ନେଇ ଉଠିଛି ବିବାଦ। ଲୋକ ମାନେ ପ୍ରତିରୋଧ କରିବା ସହ ମାମଲା ଏବେ ଥାନାରେ ପହଞ୍ଚିଛି। ତେବେ ଏ ନେଇ କଣ କାଯ୍ୟନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକିରହିଲା ।

Related posts

ଶିକ୍ଷକ ଆନ୍ଦୋଳନ; ୨୩ରେ ସରକାରଙ୍କ ସହ ଆଲୋଚନା

mahabharatanews

୪୫ ଦିନ ମଧ୍ୟରେ କରୋନା ପ୍ରଭାବ କମିବ: ଡା. ସିବିକେ ମହାନ୍ତି

mahabharatanews

ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ।

mahabharatanews