ଅପରାଧଓଡିଶା

ଗଣେଶ ମୂର୍ତ୍ତି ଭସାଣୀରେ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

ହିଞ୍ଜିଳିକାଟୁ : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ। ଏ ଭଳି  ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣୀକୁ ନେଇ କାଳି ମନ୍ଦିର ସାହି ଧୋବା ସମୁଦାୟ ଓ ଗ୍ରାମ ଦେବତୀ ସାହି ମଧ୍ୟରେ। ସୂଚନାନୁସାରେ , ଦୁଇ ସାହି  ଗଣେଶ ମୂର୍ତ୍ତି ଭସାଣୀ କରୁଥିଲେ ।

ଭସାଣୀ ଯିବା ବାଟରେ  ଦୁଇସାହିର ଗଣେଶ ମୂର୍ତ୍ତି ସାମ୍ନା ସମଣୀ ହୋଇଥିଲେ । ଯେଉଁଥିରୁ ବଚସା ଆରମ୍ଭ ହୋଇଥିଲା । ଆଉ ସେହି ଗଣ୍ଡଗୋଳ ହେବ ଦ୍ୱାରା କାଳି ମନ୍ଦିର ସାହିର ୪ରୁ ୪ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଯାଇଥିଲେ  ଯାହା ଫଳରେ  ଚିକିତ୍ସା ପାଇଁ ହିଞ୍ଜିଳି ଉପଖଣ୍ଡ ସେମାନଙ୍କୁ  ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି । ଖବର ପାଇଁ ଗାଁକୁ ଯାଇପୋଲିସ  ତଦନ୍ତ ଆରମ୍ଭ କରି

Related posts

ରାଜ୍ୟରେ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମେଡିକାଲ କଲେଜ ଦାବିରେ ୧୮ରେ କଂଗ୍ରେସର ଆନ୍ଦୋଳନ ଡାକରା

mahabharatanews

ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା

mahabharatanews