ଦୁର୍ଘଟଣାଭାରତ

ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ

ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ
ଲଦ୍ଦାଖରେ ଭୂସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ । ସେନାର ଏକ ଦଳ ଯାଉଥିବାବେଳେ ଭୂସ୍ଖଳନ ଘଟି ସେନାର ୩ଟି ଗାଡି ମାଟି ତଳେ ଦବିଯାଇଛି ଫଳରେ ୬ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ଏନେଇ ଅଧିକ କିଛି ସୂଚନା ମିଳିପାରିନାହିଁ ।

ନେହେରୁ ପର୍ବତାରୋହୀ ସଂସ୍ଥାନ ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ, ଉତ୍ତରାଖଣ୍ଡ ଉତ୍ତରକାଶୀରେ ହିମସ୍ଖଳନ ଘଟଣାରେ ଏଯାଏଁ ୧୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ବାୟୁସେନାର ହେଲିକପ୍ଟରଙ୍କୁ ନିୟୋଜିତ କରାଯାଇଛି ।

 

Related posts

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

mahabharatanews

PM ଇ-ଡ୍ରାଇଭ୍‌ର ଅବଧି ବଢ଼ିଲା, କିନ୍ତୁ କମିଲା EV ସବସିଡି

mahabharatanews

ରଜନୀକାନ୍ତ ଭଳି ପୋଜ୍ ଦେଲେ ଧୋନି

mahabharatanews