ଭାରତ

ବୈଷୟିକ ତ୍ରଟି ପାଇଁ ମିଗ୍ ବିମାନ କ୍ରାସ ହୋଇଛି

ବ୍ୟୁରୋ :ମିଗ୍ ବିମାନ ସହ ଏକ ବଡ ଧରଣର ର୍ଦୁଘଟଣା ଘଟିଛି । ଏହି ର୍ଦୁଘଟଣାଟି ଗୋଆର ସମୁଦ୍ର ତଟରେ ହୋଇଥିବା ଜଣାପଡିଛି । ଭାରତୀୟ ନୈ÷ସେନାର ମିଗ୍-୨୯ଳ ଉଡାଣ ବେଳେ ସମୁଦ୍ରକୁ ଖସି ପଡଥିିଲା । ର୍ଦୁଘଟଣାରେ ପାଇଲଟକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବିମାନର ବୈ÷ଷୟିକ ତ୍ରୁଟି ପାଇଁ ଏହି ର୍ଦୁଘଟଣା ଘଟିଥିବା ଜଣାପଡିଛି । ଭାରତୀୟ ନୈ÷ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାୟୁସେନାରେ ମୋଟ ୭୦ ମିଗ୍ ବିମାନ ରହିଛି ନୈ÷ସେନାରେ ବି ମିଗ୍ ବିମାନ ରହିଛି । ଗତ ଜୁଲାଇରେ ରାଜସ୍ଥାନରେ ହୋଇଥିବା ବିମାନ ର୍ଦୁଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

Related posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ମହିଳା ଏସ୍‌ଆଇ ହୋଇପାରନ୍ତି ଗିରଫ!

mahabharatanews