ଓଡିଶା

ପାଲଲହଡାରେ ପ୍ରତିଭାବାନ ବ୍ୟକ୍ତୁଙ୍କୁ ସମ୍ମାନିତ

ପାଲଲହଡା- ପିତାମ୍ବର ଆଚାର୍ଯ୍ୟ :ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ସ୍ଥିତ ଶରତ ଚନ୍ଦ୍ର କ୍ଲବ ଠାରେ ଆଜି ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ଅଂଚଳରେ ଲୁକାୟତ ଭାବରେ ରହିଥିବା ପ୍ରତିଭା କୁ କିଭଳି ଲୋକଲୋଚନକୁ ଅଣାଯାଇ ପାରିବ ସେ ବିଷୟରେ ଉପସ୍ଥିତ ଥିବା ଲୋକମାନଙ୍କୁ କହିଥିଲେ ।ପାଲଲହଡା ଅଂଚଳର ବିଭର୍ଣ୍ଣ ପ୍ରତିଭାବାନ ବ୍ୟକ୍ତି ଙ୍କୁ ଉତ୍ତରୀୟ ସହିତ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ସଭାରେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିଲା ଆମ ପ୍ରତିଭା ଆମ ଗୌରବ ର ସଭାପତି ତଥା ତାମଡା ଅଧକ୍ଷ ଅବନୀ କାନ୍ତ ସାହୁ ମଞ୍ଚରେ ସଭା ପତିତ୍ୱ କରିଥିବା ସହିତ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଉତ୍ତରୀୟ ସହ ମାନ ପତ୍ର ଦେଇ ମଞ୍ଚରେ ସମର୍ଦ୍ଧିତ କରିଥିଲେ ।

Related posts

ସାହାରପଡା ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା

mahabharatanews

ଦନ୍ତା ଆକ୍ରମଣରେ ଯୁବକ ମୃତ

mahabharatanews