ଭାରତ

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

ବ୍ୟୁରୋ : ଭାରତରୁ ୧୫ ବର୍ଷ ଭିତରେ ୪୧.୫ କୋଟି ଗରିବଙ୍କ ସଂଖ୍ୟା ହ୍ରାସ ପାଇଛି । ଜାତିସଂଘର ଗ୍ଲୋବାଲ ମଲଟିଡାଇମେନସ୍ନାଲ ପଭଟି ଇଣ୍ଡେକ୍ସ ୨୦୨୨ ରିପୋର୍ଟ ଅନୁଯାୟୀ ୨୦୦୫-୬ ରୁ ୨୦୧୯-୨୧ ମଧ୍ୟରେ ଗରିବ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏହି ସମୟ ମଧ୍ୟରେ ଦାରିଦ୍ର ୫୫ ପ୍ରତିଶତରୁ ହ୍ରାସ ପାଇ ୧୬ ପ୍ରତିଶତରେ ପହଞ୍ଚିଛି । ଭାରତରେ ଏତେ ଦାରିଦ୍ର ଦୂରୀକରଣ ହେବା ପରେ ବି ୨୨ କୋଟିରୁ ଅଧିକ ଦାରିଦ୍ର ରହିଛନ୍ତି । ଦିତୀୟ ସର୍ବାଧିକ ଗରିବ ୯.୭ କୋଟି ଲୋକ ନାଇଜେରିଆରେ ରହିଛନ୍ତି । ଭାରତରେ ପ୍ରତି ୫ ଜଣରେ ଜଣେ ଗରିବ ରହିଛି । ସାରା ଵିଶ୍ଵରେ ୧୧୧ଟି ଦେଶରେ ୧୨୦ କୋଟି ଲୋକ ଉତ୍କଟ ଦାରିଦ୍ର ମଧ୍ୟରେ ଗତି କରୁଥିବା ରିପୋର୍ଟରେ କୁହାଯାଇଛି ।

Related posts

ନିହତ ୩ ଆତଙ୍କବାଦୀ: ଲସ୍କର ସହ ଥିଲେ ସମ୍ପୃକ୍ତ

mahabharatanews

ନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡି

mahabharatanews

ଆସନ୍ତା ୧୦ ରେ କର୍ଣ୍ଣାଟକ ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

mahabharatanews