ଭାରତ

ଯବାନଙ୍କ ଗହଣରେ ଦୀପାବଳୀ ପାଳିବେ ମୋଦି

ବ୍ୟୁରୋ :ଆଲୋକର ପର୍ବ ଦୀପାବଳି  ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଉତ୍ସବକୁ ପାଳନ କରିବା ପାଇଁ ଯବାନମାନଙ୍କ ଗହଣରେ ଉପସ୍ଥିତ ରହିଛନ୍ତି ମୋଦି । ଲଦାଖ ସ୍ଥିତ କାର୍ଗିଲରେ ପହଞ୍ଚିବା ପରେ ପିଏମଓଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି । ଯବାନମାନଙ୍କ ଭିତରେ ଜୋସ ଭରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ସେଠାରେ ଦୀପାବଳି ପାଳନ କରିବେ । ସେହିପରି ୨୦୧୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ମୋଦି ବିଭିନ୍ନ ସ୍ଥାନ ବୂୁଲି ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଚଳିତ ବର୍ଷ ବି ଯବାନମାନଙ୍କ ସହ ଏହି ଆଲୋକ ପର୍ବ ପାଳନ କରିବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ।

Related posts

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ

mahabharatanews

ଆନ୍ଧ୍ରପ୍ରଦେଶ ଏଲୁରୁରେ ବଏଲର ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ଜଣ ଶ୍ରମିକ ମୃତ ଓ ୧୩ ଆହତ

mahabharatanews

ରିୟାଲିଟି ଶୋ’ ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦ

mahabharatanews