ଭାରତ

ଯବାନଙ୍କ ଗହଣରେ ଦୀପାବଳୀ ପାଳିବେ ମୋଦି

ବ୍ୟୁରୋ :ଆଲୋକର ପର୍ବ ଦୀପାବଳି  ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଉତ୍ସବକୁ ପାଳନ କରିବା ପାଇଁ ଯବାନମାନଙ୍କ ଗହଣରେ ଉପସ୍ଥିତ ରହିଛନ୍ତି ମୋଦି । ଲଦାଖ ସ୍ଥିତ କାର୍ଗିଲରେ ପହଞ୍ଚିବା ପରେ ପିଏମଓଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି । ଯବାନମାନଙ୍କ ଭିତରେ ଜୋସ ଭରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ସେଠାରେ ଦୀପାବଳି ପାଳନ କରିବେ । ସେହିପରି ୨୦୧୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ମୋଦି ବିଭିନ୍ନ ସ୍ଥାନ ବୂୁଲି ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଚଳିତ ବର୍ଷ ବି ଯବାନମାନଙ୍କ ସହ ଏହି ଆଲୋକ ପର୍ବ ପାଳନ କରିବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ।

Related posts

ଆଡଭାନୀଙ୍କୁ ଭାରତ ରତ୍ନ

mahabharatanews

ଆଜି ପ୍ରକାଶ ପାଇପାରେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା 

mahabharatanews

ବଢୁଛି ଯମୁନା ନଦୀ ଜଳସ୍ତର, ହନ୍ତସନ୍ତ ଦିଲ୍ଲୀବାସୀ

mahabharatanews