ଓଡିଶା

କୃଷ୍ଣଙ୍କୁ ମନେ ପକାଇ ଗିରି ଗୋବର୍ଦ୍ଧନ ପୂଜା କଲେ ମହଣ ପଞ୍ଚାୟତବାସୀ

ସ।।ଲେପୁର /କୃଷ୍ଣଙ୍କୁ କିଏ କେତେ ପ୍ରକାର ପୂଜା କରିଥାନ୍ତି ସେମିତି କୃଷ୍ଣଙ୍କୁ ବି ଗିରିଗୋବର୍ଦ୍ଧନ ଭାବେ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ଶ୍ରୀ କୃଷ୍ଣ ଯେତେବେଳେ ଇନ୍ଦ୍ରରାଜା ଙ୍କ କୋପ ରେ ମୁଷଳ ଧାରା ରେ ବର୍ଷା ଜାରି ରଖିଥିଲେ ସେତେବେଳେ ଗୋପାଳ ମାନଙ୍କ ସମେତ ବହୁ ଗୋମାତା ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ ହେଁ କୈାଣସି ଫଳପ୍ରଦ ହୋଇପାରି ନଥିଲା। ସେହି ଉଚିତ୍ ସମୟରେ ଭଗବାନ ଶ୍ରୀକୃଷ୍ଣ ନିଜର କନିଷ୍ଠା ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଧରି ଅନେକ ଗୋମାତା ଓ ଗୋପାଳ ମାନଙ୍କ ଜୀବନ ବଞ୍ଚାଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ କାଳୀପୂଜା ପରଦିନ ଏହି ଦିନଟିକୁ ଗିରିଗୋବର୍ଦ୍ଧନ ପୂଜା ରୁପେ ପାଳନ କରାଯାଇଥାଏ। ସେହିପରି କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ପଞ୍ଚାୟତ ର ବଳଭଦ୍ରପୁର ଗ୍ରାମରେ ପୂଜା ପାଉଛନ୍ତି ଗିରିଗୋବର୍ଦ୍ଧନ।କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ବନ୍ଦ ରହିଥିବା ଗିରିଗୋବର୍ଦ୍ଧନ ପୂଜା ଏବର୍ଷ ବଡ଼ ଧୁମ ଧାମରେ ପୂଜା କରାଯାଉଛି .

Related posts

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

mahabharatanews

ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍

mahabharatanews